ସଂଶୋଧିତ ଟ୍ରାଫିକ୍‌ ନିୟମ ଲାଗୁ ପରେ ୨ ଲକ୍ଷ ଟଙ୍କାରୁ ଊର୍ଧ୍ୱ ଜରିମାନା ଆଦାୟ କରିଛି କମିସନରେଟ୍ ପୁଲିସ୍‌

ଭୁବନେଶ୍ୱର: ଚଳିତ ମାସ ଆରମ୍ଭରୁ ଲାଗୁ ହୋଇଛି ନୂଆ ଟ୍ରାଫିକ୍‌ ନିୟମ। ଏହି ନିୟମ ଲାଗୁ ହଉ ହଉ ଲୋକେ ଉଲ୍ଲଂଘନ କରିବା ଆରମ୍ଭ କରି ସାରିଲେଣି। ଗତକାଲି ଲାଗୁ ହୋଇଥିବା ଏହି ନୂଆ ନିୟମ ପରେ କଟକ-ଭୁବନେଶ୍ୱର ଟ୍ଵିନ୍‌ ସିଟିର କମିସନରେଟ୍‌ ପୁଲିସ୍‌ ୨ ଲକ୍ଷ ଟଙ୍କାରୁ ଊର୍ଧ୍ୱ ଜରିମାନା ସଂଗ୍ରହ କରିଥିବା ସୂଚନା ରହିଛି। ୩୧୨ ଜଣ ଉଲ୍ଲଂଘନକାରୀଙ୍କ ଠାରୁ ସମୁଦାୟ ୨ ଲକ୍ଷ ୧୩ ହଜାର … Continue reading ସଂଶୋଧିତ ଟ୍ରାଫିକ୍‌ ନିୟମ ଲାଗୁ ପରେ ୨ ଲକ୍ଷ ଟଙ୍କାରୁ ଊର୍ଧ୍ୱ ଜରିମାନା ଆଦାୟ କରିଛି କମିସନରେଟ୍ ପୁଲିସ୍‌